୬୫ତମ ନିଖିଳ ଭାରତ ସମବାୟୁ ସପ୍ତାହ ପାଟଣା ସମବାୟୁ ତରଫରୁ ଏକ ଗଣଦୌଡ ହୋଇଯାଇଛି

( ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ସମବାୟ ତରଫରୁ ୬୫ତମ ନିଖିଳ ଭାରତ ସମବାୟୁ ସପ୍ତାହ ପାଟଣା ସମବାୟ ସମିତି ଦ୍ବାର ପାଳିତ ହୋଇଯାଇଛି । ଏହି ପରିପେକ୍ଷୀରେ କଲେଜ,ହାଇସ୍କୁଲ,ଶିଶୁ ମନ୍ଦିର ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ତଥା ଅଂଚଳ ବାସୀ ମଙ୍ଗଳପୁର ଛକ ଠାରୁ ଏକ ଗଣଦୌଡ ବାହାରି ପାଟଣା ସମବାୟୁ ପରିସରକୁ ପହଞ୍ଚିଥିଲେ। ଏହାସହ ମୁଖ୍ୟଅତିଥି ଭାବେ ପାଟଣା ଗେଷ୍ଠୀ ଉନ୍ନୟନ ଅଧିକାରୀ କୁଷଳ ଚନ୍ଦ୍ର ନାଏକ ସମବାୟୁ ଫ୍ଲାକ(ପତକା) ଉତ୍ତୋଳନ କରି ଏହାସହ କେନ୍ଦୁଝର ସମବାୟ ବ୍ୟାଙ୍କ ସହାରପଡା ଶାଖା ସୁପରଭାଇଜର ଦିନବନ୍ଧୁ ମିଶ୍ର ,ପାଟଣା ସମବାୟୁ ଏମ.ଡି ବିରେନ୍ଦ୍ର କୁମାର ଦାଶ,ଘଟଗାଁ ସମବାୟୁ ଏମି.ଡି ନିରଞ୍ଜନ କୁମାର ଦାଶ ତଥା ପାଟଣା ସମବାୟ ସଭାପତି ଅଜିତ୍ ସେଠୀ,ପ୍ରମୋଦ କୁମାର ଭଞ୍ଜ,ପ୍ରଥା ସାରଥି ବେଜ୍ ଉପସ୍ଥିତ ରହି କୃଷକ ମାନକୁ ରାଜ୍ୟ ସରକାର ବିକାଶ ନିମନ୍ତେ ସବୁ ଚେଷ୍ଟିତ ତଥା ଆଦିବାସୀ ହରିଜନଙ୍କୁ ଯେଉଁ ସମବାୟୁ ଦ୍ବାରା ଧାନ,ସାରା,ଚାଷ ଆଦି ମେସିନ୍ ରୁଣ ଯେଗାଇ ଦେଉଛନ୍ତି। ତାହା ଉପରେ ଲୋକ ମାନଙ୍କୁ ଉଦବୋଧନ ଦେଇଥିଲେ।