(ମମତା ସାମଲ): ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ । ଆହୁରି ୪ ଦିନ ଲାଗି ରହିବ ହାଡଭଙ୍ଗା ଶୀତ । ଆସନ୍ତାକାଲି ସକାଳୁ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଗୁଡିକରେ ୩ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ଓ ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୨ରୁ୩ ଡିଗ୍ରୀ ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସେହିପରି ଦାରିଙ୍ଗବାଡିରେ ପାରଦ ୬.୫ଡିଗ୍ରୀ ଥିବାବେଳେ ବାଲେଶ୍ୱର,ଚାନ୍ଦବାଲି,କଟକ,ଅନୁଗୁଳ,ବାରିପଦା,ଝାରସୁଗୁଡା,କେନ୍ଦୁଝର,ସମ୍ବଲପୁର,ସୁନ୍ଦରଗଡ, ତାଳଚେର,ଭବାନୀପାଟଣା,ବଲାଙ୍ଗୀର,କୋରାପୁଟ,ଟିଟିଲାଗଡ,ମାଲକାନଗିରି,ସୋନପୁର,ନୟାଗଡ,