(କଳ୍ପତରୁ ଜେନା /ଭୁବନ): ଅବ୍ୟବହୃତ ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅଫିସ ପଛରେ ଥିବା ପୁରୁଣା କୋର୍ଟର ଏକ ଅବ୍ୟବହୃତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ଭୁବନ ପୋଲିସ । ମୃତକ ୧୧ ନଂ ଓ୍ବାର୍ଡର ରବିନାରାୟଣ ମେହେଣା । ସେ ତାଙ୍କ ସ୍ତ୍ରୀ ଓ ୨ ଝିଅ ଭିକ୍ଷାବୃତି କରି ଚଳୁଥିଲେ। ଘର ନଥିବାରୁ ଏଠାରେ କିଛିଦିନ ହେବ ଆଶ୍ରୟ ନେଇଥିଲେ। ଏହାସହ ସେ ରୋଗାଗ୍ରସ୍ତ ଥିବା କହିଛନ୍ତି ପରିବାର ଲୋକ। ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ମୃତଦେହ ଜବତ କରବା ସହ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।
ବାଇଟ- ମୃତକଙ୍କ ଝିଅ
ବାଇଟ- ମୃତକଙ୍କ ଭାଇ