ହୀରାକୁଦ ଡ୍ୟାମ ମରାମତି ପାଇଁ ବ୍ୟୟ ହେବ ୮୫୫ କୋଟି

ଭୁବନେଶ୍ୱର: ହୀରାକୁଦ ଡ୍ୟାମ ମରାମତି ପାଇଁ ବ୍ୟୟ ହେବ ୮୫୫ କୋଟି । ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତି ନବୀକରଣ ନିଷ୍ପତ୍ତି । କେନାଲ ସିପେଜ୍ ହେତୁ ଅନୁପଯୁକ୍ତ ଜଳମଗ୍ନ ଜମିକୁ ପୁନରୁଦ୍ଧାର ଲକ୍ଷ । ଆସନ୍ତା ୪ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫କୋଟି ।୨୦୨୪-୧୫ରୁ ୨୦୨୭-୨୮ ମଧ୍ୟରେ ବ୍ୟୟ କରିବାକୁ ନିଷ୍ପତ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ଜାରି ହେଲା ସଂକଳ୍ପ ପତ୍ର ।