ନିଆଁ ଗିଳୁଛି ଜଙ୍ଗଲ। ବିଧାନସଭାରେ ଜଙ୍ଗଲ ନିଆଁର ଉଦବେଗ ଜନକ ଚିତ୍ର। ଗତ 17 ମାସରେ ଜଳି ଗଲାଣି 4 ହଜାର 609 ହେକ୍ଟର ଜଙ୍ଗଲ। ଜୁଲାଇ 2024 ରୁ ଆଜି ଯାଏଁ 4 ହଜାର 609 ହେକ୍ଟର ନିଆଁରେ କ୍ଷତିଗ୍ରସ୍ତ ହୋଇଥିବା ଗୃହରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଲିଖିତ ଉତ୍ତର। ଏହା ସହ ଗତ 2 ବର୍ଷରେ 56 ହଜାର 880 ହେକ୍ଟର ଜଙ୍ଗଲ ଜମିରେ ଚାରା ରୋପଣ ପାଇଁ 4 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର।