ବିମାନ ଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିମାନଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ ବୋଲି ଡିଜିସିଏ ପକ୍ଷରୁ କୋଭିଡ୍ ଗାଇଡଲାଇନରେ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗାଇଡଲାଇନ ଜାରି କରାଯାଇଛି । ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ଦିଆଯିବ । ନିୟମ ଉଲଂଘନକାରୀଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟରେ ରଖାଯିବାକୁ ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି ।