ମାଲକାନଗିର;୩ ମହିଳା ମାଓବାଦୀ ଗିରଫ । ମାଲକାନଗିରିରେ ୩ ମହିଳା ମାଓବାଦୀ ଗିରଫ । ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ଗିରଫ । ଗିରଫ ୩ ମାଓବାଦୀ ସ୍ୱାଭିମାନ ଅଞ୍ଚଳ ଧାକଡପଦରର । ଗିରଫ ୩ ଜଣ ହେଲେ ସ୍ୱପ୍ନା, ସୁନିତା ଓ ବବିତା ।ସ୍ୱପ୍ନାକୁ ଧରାଇ ଦେବାକୁ ୪ଲକ୍ଷ ପୁରସ୍କାର ଥିଲା । ସୁନିତା ଓ ବବିତାଙ୍କ ପାଇଁ ୨ ଲକ୍ଷ ଲେଖାଏଁ ପୁରସ୍କାର ଥିଲା ।