ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ
ଦିନକୁ ଦିନ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ।
(ଭୁବନେଶ୍ୱର) : ଦିନକୁ ଦିନ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଏସନ୍ରତୁ ଦେଖିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟ :-
6. Boudh: 1
7. Cuttack: 147
8. Deogarh: 4
9. Dhenkanal: 16
10. Gajapati: 2
11. Ganjam: 6
12. Jagatsinghpur: 58
13. Jajpur: 58
14. Jharsuguda: 8
15. Kalahandi: 1
16. Kandhamal: 6
17. Kendrapada: 51
18. Keonjhar: 12
19. Khurda: 372
20. Malkangiri: 5
21. Mayurbhanj: 35— I & PR Department, Odisha (@IPR_Odisha) August 11, 2021