ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ବିଗତ ସୋମବାର ରାତିରେ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ । ଏହି ଚୋରି ଘଟଣାରେ ପୁଲିସ ସୋନପୁର ସହରର ଧୀବର ପଡାର ମହାଦେବ ଥାପ୍ପା ଓ କୁମ୍ଭାର ପଡା ର ସୁଶାନ୍ତ ବେହେରାଙ୍କୁ ଗିରଫ କରିଥିବା ପୋଲିସ ଏସଡିପିଓ ପୁଷ୍ପାଞଳି ନିଙ୍କୀ ଓ ଟାଉନ ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ପ୍ରକାଶ କରିଛି ।