ମେଜରଙ୍କୁ ମାଡ ଘଟଣା ;ଧରାହେଲେ ୭ଜଣ ରୋଡ ରୋମିଓ

0

ମେଜରଙ୍କୁ ମାଡ ଘଟଣା ଧରାହେଲେ ୭ଜଣ ରୋଡ ରୋମିଓ  |ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ ଘଟଣା ,୭ ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ  |ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଲା କମିଶନରେଟ୍ ପୋଲିସ  |ଧରାପଡିଥିବା ୭ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା  |ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଦୁର୍ବ୍ୟବହାର କରିଥିଲେ  |ଏନେଇ ଥାନାକୁ ଏତଲା କରିବାକୁ ଆସି ମାଡ ଖାଇଥିଲେ ଉଭୟ