ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର

କଳ୍ପତରୁ ଜେନା/ ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଡିଏମ ଫଣ୍ଡ ରେ ୫୪ଟି ପ୍ରକଳ୍ପର ଭୂମିପୂଜନ ହୋଇଯାଇଛି। ଏ ସମସ୍ତ ପ୍ରକଳ୍ପ ପାଇିଁ ୪କୋଟିରୁ ଉର୍ଦ୍ଧ ବ୍ୟୟବରାଦ ହୋଇଛି। । ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,ବିଡିଓ ଆର୍ଶିବାଦ ପରିଡା ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦେଇ ରାସନ କାର୍ଡ ଥିବା ବହୁ ହିତାଧିକାରୀଙ୍କୁ ୧ ହଜାର ଟଙ୍କାର କୋଭିଡ ସହାୟତା ପ୍ରଦାନ କରିଛନ୍ତି ।