ଭୁବନେଶ୍ୱର:- ଗଞ୍ଜା ଚୋରି ଅଭିଯୋଗରେ ଜଣେ ଗିରଫ। ଭୁବନେଶ୍ୱର ରୁ ବୁକିଂ ହେଇ ଯାଉଥିଲା ନାଗପୁର୍ ଗଞ୍ଜା। ଯାହାକୁ ବୁକିଙ୍ଗ କାଉଣ୍ଟରରୁ ଚୋରେଇ ନେଲେ ଯୁବକ। ରେଳବାଇ ସମ୍ପତ୍ତି ଚୋରି ଅଭିଯୋଗରେ ଜଣେ ଗିରଫ। ଗିରଫ ଯୁବକ ଜଣକ ହେଲେ ଓମ୍ ଦଳେଇ। ଓମ୍ ଦଳେଇଙ୍କୁ ଗିରଫ କରିଛି ଆର୍. ପି.ଏଫ୍। ତେବେ ଲଢେଇ ପାଇଁ ଗଞ୍ଜା ଯାଉଥିଲା ନାଗପୁର୍। ଗଞ୍ଜାକୁ ଜବତ୍ କରି ମାଲିକଙ୍କୁ ଜିମା ଦେଲା ଆର୍.ପି.ଏଫ୍.।