ଅସହ୍ୟ ହେଲା ଘର ମାଲିକଙ୍କ ନିର୍ଯ୍ୟାତନା, ଟ୍ରେନ ଆଗକୁ ଡେଇଁଲେ ଯୁବକ…

ଭୁବନେଶ୍ୱର,(ସରୋଜ ରାଉତ)-ସହି ପାରିଲେନି ଘର ମାଲିକଙ୍କ ନିର୍ଯ୍ୟାତନା । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ଭି.ଜେ ଭୋଭେଲ। ତାଙ୍କ ଘର ପୁନାମାଗେଟ ନିକଟରେ ବୋଲି ଜଣାପଡିଛି । ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ସୂଚନା । ଘର ମାଲିକ ଟଙ୍କା ପାଇଁ ନିର୍ୟାତନା ଦେଉଥିବା ସୁଇସାଇଡ ନୋଟରେ ଉଲେଖ ରହିଛି । ମୃତଦେହ କୁ ଜବତ କରି ତଦନ୍ତ କରୁଛି GRP ଥାନା ।