ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ପାଟଣା ରେ ଶୋକ ଛାୟା ଖେଳିଯାଇଛି

( ବିଜୟ କୁମାର କାରୁଆ) : କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ସାରା ଦେଶରେ ଶେଖ ର ଛାୟା ଖେଳି ଯାଇଥିବା ବେଳେ ସରକାରୀ, ବେସରକାରୀ ,ସ୍କୁଲ୍ ,କଲେଜ ବନ୍ଦ ରହିଥିବା ବେଳେ ପାଟଣା ବିଜେପି କାର୍ୟ୍ୟଳୟ ତଥା ମାକେଟ କମିଟି ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ର ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବିଜେପି କର୍ମକର୍ତା ଓ ମାକେଟ କମିଟି ସମସ୍ତ ସଦସ୍ୟମାନେ ତାଙ୍କ ମହାନତାର ଦେଶରେ ଯେଉଁଭଳି ଉନ୍ନତି, ବିକାଶ,ଦିଗରେ ସେ ଜଣେ ଦେଶର ଖାଲି ପ୍ରଧାନମନ୍ତ୍ରୀ ତାହା ନୁହେଁ ଦେଶର ସୁ ଚିନ୍ତିକ ବୋଲି ଆଲୋଚନା କରିବା ସହ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଗୀତପାଠ କରିଥିଲେ।