ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫି ଜାବେଦ । ଉର୍ଫିଙ୍କ ଅଜବ ଗଜବ ଡ୍ରେସ ପିନ୍ଦିବାର ଅନ୍ଦାଜ ପାଇଁ ସେ ଖୁବ ଟ୍ରେଲ ହୁଅନ୍ତି । ଉର୍ଫିଙ୍କ ବୋଲ୍ଡ ଫଟୋ ଦେଖି ଚକିତ ହୋଇଯିବ । ନିକଟରେ ଉର୍ଫିଙ୍କ ଡ୍ରେସକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ଉର୍ଫିଙ୍କ ଏକ ଏୟାରପୋର୍ଟରେ ଭିଡିଓ ଭାଇରାଲ ହେଇଛି । ସେହି ଭିଡିଓରେ ଉର୍ଫି ଏକ ବ୍ୟାକଲେସ୍ ପ୍ରିଣ୍ଟେଡ ଡ୍ରେସ ପିନ୍ଧିଥିଲେ । ଯାହାର ପଛ ଭାଗ ସମ୍ପୁର୍ଣ୍ଣ ଉନ୍ମୁକ୍ତ ଥିଲା । ଉର୍ଫିଙ୍କ ପୋଷାକ ଦେଖି ଜଣେ ବୟସ୍କ ବ୍ୟକ୍ତି (ଅଙ୍କଲ) ଆଉ ସମ୍ଭାଳି ରହି ପାରିଲେ ନାହିଁ ।
ଆହୁରି କହିଛନ୍ତି ଏମାନେ ଭାରତର ନାମ ଖରାପ କରୁଛନ୍ତି । ଅଙ୍କଲଙ୍କ କଥା ଶୁଣି ଉର୍ଫି ରାଗି ନିଆଁ । ଉର୍ଫି ଅଙ୍କଲଙ୍କ ସହ ଝଗଡା କରିବାକୁ ତୟାର ହୋଇଗଲେ । ଉର୍ଫି ବି ଛାଡିବା ବାଲି ନୁହଁନ୍ତି କହିଦେଲେ, ‘ଆପକା ବାପ କା କୁଛ୍ ଜା ରହା ହେ କ୍ୟା’, ‘ତୋ ଆପନା କାମ କରୋ’ ।