ଭୂମିକମ୍ପରେ ଥରିଲା ମଣିପୁର, ତୀବ୍ରତା ୪.୫ ରେକର୍ଡ

ତୀବ୍ର ଭୂମିକମ୍ପରେ ଥରିଲା ମଣିପୁର। ଶୁକ୍ରବାର ସକାଳ ୫ଟା ୫୬ ମିନିଟ୍‌ରେ ମଣିପୁରର ଉଖରୁଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

(ଦିଲ୍ଲୀ) : ତୀବ୍ର ଭୂମିକମ୍ପରେ ଥରିଲା ମଣିପୁର। ଶୁକ୍ରବାର ସକାଳ ୫ଟା ୫୬ ମିନିଟ୍‌ରେ ମଣିପୁରର ଉଖରୁଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ତେବେ ଏହି ଭୂମିକମ୍ପ ଝଟକାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନାନୁଯାୟୀ , ଉତ୍ତର ପୂର୍ବ ଭାରତରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହେଉଛି। ଗତ ଜୁନ୍ ୨୦ରେ ଉଖରୁଲ ଜିଲ୍ଲାରେ ଭୂମିକମ୍ପ ଝଟକା ଲାଗିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଥିଲା। ଏ