Browsing

Video

ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ

( ଜୟନ୍ତ କୁମାର ସେଠୀ / ପୁରୀ): ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ । ପୁରୀ ଜିଲ୍ଲା କଣାସ, ଡେଲାଙ୍ଗ, ନିମାପଡା, ଗୋପ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ କେନ୍ଦ୍ରୀୟ ପ୍ରତିନିଧି ଦଳ କଣାସ ପାଣ୍ଡିଆ କେରା ପଞ୍ଚାୟତ ନୂଆ ସାହିଠାରେ ସୃଷ୍ଟି ହୋଇଥିବା ଘାଇ…
Read More...

ବିଭିନ୍ନ ସମସ୍ୟା ନେଇ ସାଂସଦ ଶ୍ରୀଯୁକ୍ତ ମାଝୀଙ୍କ ବୈଠକ ଅନୁଷ୍ଠିତ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କୁ ମାଲକାନଗିରି ସ୍ଥିତ ସର୍କିଟ ହାଉସରେ ନବ ନିଯୁକ୍ତ ଜିଲ୍ଲାର ବିଜୁ ଯୁବ ଜନତାଦଳର ସଭାପତି ଶ୍ରୀଯୁକ୍ତ ଆଡମା ରାବା ଓ ବିଜୁ ଛାତ୍ର ଜନତାଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ କର୍ମୀ…
Read More...

ବିନା ଭକ୍ତରେ ଚାଲିଛି ଜଗତଜନନୀଙ୍କ ପୂଜାର୍ଚ୍ଚନା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଆସୁଛି ଦଶହରା ପୂଜା । ଯେଉଁ ପୂଜାକୁ ନେଇ ସବୁଠି ଶକ୍ତୀ ବା ଦେବୀ ପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଥାଏ । ପୌରହୀତଙ୍କ ମନ୍ତ୍ର ଉଚ୍ଚାରଣରେ ସାରା ମନ୍ଦିର ପରିବେଶ କମ୍ପି ଉଠିଥାଏ । ହେଲେ ଚଳିତ ବର୍ଷ ଦୁର୍ଗାପୂଜା ଏବେ ଗଞ୍ଜାମ ଜିଲ୍ଲାରେ ପୁରା ଫିକା ପଡିଯାଇଛି ।…
Read More...

ପାନୀୟ ଜଳ ପାଇଁ ଡହଳ ବିକଳ ଲମତୁଲ ଗ୍ରାମବାସୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ କେତେ ଯୋଜନା କରୁଛନ୍ତି । ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜିବି ଏଭଳି ଅନେକ ଗାଁ ଅଛି ଯେଉଁଠି ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନାହିଁ ।…
Read More...

କୋଟଗଡ ଗ୍ରାମ୍ୟନିର୍ମାଣ ସହକାରୀ ଯନ୍ତ୍ରୀଙ୍କ କାଯ୍ୟାଳୟରେ ତାଲା

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲା କୋଟଗଡ ଗ୍ରାମ୍ୟନିର୍ମାଣ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଅଭିଯୋଗ ।ଅଫିସରେ ତାଲା ଝୁଲାଇ ଜେଇ,ଏସଡିଓ ମହାଶୟ କ୍ବାଟର ଭିତରପଟୁ କବାଟ ବନ୍ଦ କରି ରହୁଥିବା ଦେଖିବାକୁ ମିଳିଛି । ଡ୍ୟୁଟି ପିରିୟଡରେ ଅଫିସକୁ ନଆସି କ୍ବାଟର…
Read More...

ନାଗାର୍ଜୁନ ବେଶ ହେବେ ମହାପ୍ରଭୁ

(ଜୟନ୍ତ କୁମାର ସେଠୀ / ପୁରୀ): ବାର ମାସରେ ବାର ବେଶରେ ସଜେଇ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ସମସ୍ତ ବେଶ ଭିତରେ ନାଗାର୍ଜୁନ ବେଶ ଦୁର୍ଲ୍ଲଭ । ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥାଏ । କୁହାଯାଏ ଯେ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ…
Read More...

ସତ୍ୟବ୍ରତଙ୍କ ନିଆରା ପ୍ରୟାସ,ରାଜ୍ୟପାହ୍ୟା ଦାବିରେ ୧୫ ମାସର ପଦଯାତ୍ରା

(କଳ୍ପତରୁ ଜେନା / ଭୁବନ): ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଅକ୍ଲାନ୍ତ ପରିଶ୍ରମରେ ଲାଗି ପଡିଛନ୍ତି ରାଜ୍ୟର ଅନେକ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ । ତଥାପି ରାଜ୍ୟ ପାହ୍ୟାରୁ ବଞ୍ଚିତ ଓଡିଶା । ଆଉ ୟା ଭିତରେ କିଛି ନିଆରା ପ୍ରୟାସ କରିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦ ବ୍ଲକର…
Read More...

ନ୍ୟାୟ ଦାବିରେ ଧାରଣା ଦେବାରୁ ପୋଲିସ ବ୍ୟାନର ଚିରିଲା

( ନିର୍ମଳେନ୍ଦୁ ମିଶ୍ର / ନରସିଂହପୁର): ନରସିଂହପୁର ବ୍ଲକର ରେଗେଡା ପଞ୍ଚାୟତରେ ଘଟିଥିବା ଦୁର୍ଘଟଣାରେ ପୋଲିସ କାହାରୀକୁ ଗିରଫ ନ କରିବା ଦାବିରେ ଧାରଣା ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ କିଛି ଦିନ ତଳେ ଗୋଲକ ବେହେରା ଘରେ ଶୋଇଥିବାବେଳେ ଦୁଇଜଣ ଯୁବକ ଘରୁ ଡାକି ନେଇଥିଲେ । ଦୁଇଦିନ ପରେ…
Read More...

ଚିକିତ୍ସା ନାଁରେ କରୋନା ବାଣ୍ଟିବେକି ମେଡ଼ିସିନ ଷ୍ଟୋର

(ଅଜିତ ସାହୁ / ଜଳେଶ୍ୱର): ରୋଗୀ ସେବା ନାଁରେ କରୋନା ବାଣ୍ଟିବେକି ମେଡ଼ିସିନ ଷ୍ଟୋର। ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମେଡିକାଲ ସାମ୍ନା ସୁବାସିନୀ ଓ ସାଇକୃପା ମେଡ଼ିସିନ ଷ୍ଟୋରର । ଟିକିଏ ଭଲ ଭାବେ ଏହି ଦୃଶ୍ୟକୁ ଦେଖନ୍ତୁ । ଏହି ଦୁଇ ମେଡିସିନଷ୍ଟୋର ଆଗରେ ଲାଗିଛି ଶତାଧିକ…
Read More...

ମଙ୍ଗୁଳିରେ ବାଲି ମାଫିଆଙ୍କ ଆତଙ୍କ

(କଟକ): ଓଡିଶା ସରକାରଙ୍କ ପାଖରେ ରାଜ୍ୟକୁ ଚଳାଇବା ପାଇଁ ଅର୍ଥ ନାହିଁ । ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କରୁ ଋଣ ପରେ ଋଣ ଆଣିଚାଲିଛନ୍ତି । ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟକ ପିଲା ମୁଣ୍ଡରେ ୨୪ ହଜାର ଟଙ୍କାରୁ ଊଦ୍ଧ୍ୱର୍ ଋଣ ଭାର । କାରଣ ରାଜ୍ୟରେ ସବୁଠି ଚାଲିଛି ଦୁର୍ନୀତି । ପ୍ରାକୃତିକ…
Read More...