ଟ୍ରକରେ ପିଟିହେଲା ମୋଟର ସାଇକେଲ, ଗଲା ଦୁଇ ଜଣ ଯୁବକଙ୍କ ଜୀବନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ତେତେଲ ଖୁଟି ପାଖରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ରାସ୍ତା ରେ ଛିଡ଼ା ହୋଇଥିବା ଟ୍ରକ ରେ ଆପାଜି ମୋଟର ସାଇକେଲ ଭାର ସମ୍ୟ ହରାଇ ପିଟି ହୋଇ ଦୁଇଜଣ ଙ୍କ ମୃତୁ ଘଟିଛି । ଯୁବକ ଦୁଇଜଣ ଭବାନୀ ପାଟଣା ରାମନଗର ପଡା ର ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।