ତ୍ରୁଟି ପାଇଁ ଅଟକିଲା ଟ୍ରେନ;ଯାତ୍ରୀ ହନ୍ତସନ୍ତ

ବାଣପୁର (ସୁଧୀର କୁମାର ପାତ):- ଗଙ୍ଗାଧରପୁର ଷ୍ଟେସନ ପାଖରେ ଲାଇନ ତ୍ରୁଟି । ବିଶାଖାପାଟଣା ଠାରୁ ବାଲୁଗାଁ ପର୍ଯ୍ୟନ୍ତ ବହୁସମୟ ଧରି ରେଳ ଚଳାଚଳ ବନ୍ଦ । ଯାତ୍ରୀ ହନ୍ତସନ୍ତ ।