ଭୁବନେଶ୍ୱର;ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ । ପାଗ ଖରାପ ରହିଥିବାରୁ ସ୍ଥଗିତ ହେଲା ଗସ୍ତ କାର୍ଯ୍ୟକ୍ରମ ।ଆକାଶ ମାର୍ଗରୁ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବାତ୍ୟା ପରେ ଚିନ୍ତା ବଢାଇଛି ବର୍ଷା । ବାତ୍ୟା ଯିବା ପରେ ଆରମ୍ଭ ହୋଇଛି ବର୍ଷା ବିତ୍ପାତ। ବାତ୍ୟା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ହେଉଛି ।