ଭୁବନେଶ୍ୱର : ସେଦିନ ଥିଲା ୧୯୬୬ ମସିହା ନଭେମ୍ବର ୧୬ ତାରିଖ । ଭାରତରେ ପ୍ରଥମ ଥର ପାଇଁ ପ୍ରେସ ଆୟୋଗ ନିଜର କାର୍ଯ୍ୟ ଆରମ୍ଭ କଲା । ଭାରତର ଜନସାଧାରଣଙ୍କ ପାଇଁ ଅଭିବ୍ୟକ୍ତିର ସ୍ୱାଧିନତାକୁ ରକ୍ଷା କରିବା ଗଠିନ ହେଲା ପ୍ରେସ କାଉନସିଲ । ଏବଂ ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଇଥାଏ ।
ସାଧାରଣ ଜନତାଙ୍କ ସ୍ୱର ଗଣମାଧ୍ୟମ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସରକାର ଓ ଲୋକ ମାନଙ୍କ ମଧ୍ୟରେ ବାନ୍ଧିଥାଏ ସମ୍ପର୍କର ସେତୁ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ । ପ୍ରତିବର୍ଷ ନଭେମ୍ବର୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଇଥାଏ ।
ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ୱ ବହନ କରିଥାଏ ।