ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ୨୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୮ ଜଣ ଅଛନ୍ତି। ସଂଗରୋଧ କେନ୍ଦ୍ରରୁ ୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୨୪୦୬୯ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୫୫୩ ଜଣ ସୁସ୍ଥଙ୍କୁ ମିଶାଇ ଏବେ ସୁଦ୍ଧା ୧୩୧୧୯୪୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ବି ସକ୍ରିୟ ଅଛନ୍ତି ୨୯୦୯ ଜଣ। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 17th August
New Positive Cases: 482
Of which 0-18 years: 108
In quarantine: 283
Local contacts: 199(Details of local contacts will be shared by concerned District)
1. Angul: 1
2. Balasore: 9
3. Bargarh: 9
4. Bhadrak: 2
5. Balangir: 24
6. Boudh: 37— I & PR Department, Odisha (@IPR_Odisha) August 18, 2022
23. Puri: 5
24. Rayagada: 5
25. Sambalpur: 26
26. Sonepur: 7
27. Sundargarh: 107
28. State Pool: 17New recoveries: 553
Cumulative tested: 32969404
Positive: 1324069
Recovered: 1311947
Active cases: 2909— I & PR Department, Odisha (@IPR_Odisha) August 18, 2022