ବାଘ ଛାଲ ଡିଲ୍ : ଦାଦା ପୁତୁରା ଗିରଫ

ଫୁଲବାଣୀ:ବାଘ ଛାଲ ଡିଲ୍ : ଦାଦା ପୁତୁରା ଗିରଫ । ଫୁଲବାଣୀ ଖଜୁରିପଡାରୁ କଲରାପତରିଆ ବାଘ ଛାଲ ଜବତ  ୨ ଗିରଫ । ବାଘ ଚମଡା ବିକ୍ରି ପାଇଁ ଡିଲ୍ ବେଳେ ଚଢାଉ କରି ଧରିଲା ଏସଟିଏଫ ।ଧରାପଡିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା ସୂଚନା
ଗିରଫ ଦାଦା-ପୁତୁରା   ।ଶିକାରୀ କିମ୍ବା ମିଡିଲ ମ୍ୟାନ ସ୍ପଷ୍ଟ ହୋଇନି । ଛଦ୍ମବେଶରେ ମାଡ଼ିଲା ବସିଲା ଏସଟିଏଫ   ରାକେଟ ଲିଙ୍କ ନେଇ ପଚାର ଉଚୁରା ।