ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ଓଡିଶା By Sushree Sangita Pradhan On Aug 29, 2024 Share ଭୁବନେଶ୍ବର: ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ । ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହରେ ହୋହଲ୍ଲା । ଗୃହର ମଧ୍ୟଭାଗକୁ ଆସି ବିଜେଡି ବିଧାୟକ ମାନେ ହୋହଲ୍ଲା କରିଥିଲେ । ଯାହା ଫଳରେ ବାଚସ୍ପତି ଗୃହକୁ ମଲତବୀ ରଖିଛନ୍ତି । BhubaneswarOdishaReporters Today Share FacebookTwitterGoogle+ReddItWhatsAppPinterestEmail