ଭୁବନେଶ୍ୱର : ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି । ଆଜି ବିଧାନସଭାରେ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋହଲ୍ଲା କରିଛନ୍ତି । ତା ସହିତ ସହ ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ହୋହାଲ୍ଲା କରିଛନ୍ତି ବିରୋଧି । ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।