ନବରଙ୍ଗପୁର କେଉଟ ସାହିର ଜଣେ ବ୍ୟକ୍ତି ନବରଙ୍ଗପୁର ରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ବା ସଟ ସର୍କିଟ ଯୋଗୁଁ ହଠାତ ସ୍କୁଟିରେ ନିଆଁ ଲାଗିଯାଇଥିଲା ଅଳ୍ପକେ ବର୍ତିଲେ ସ୍କୁଟି ଚାଳକ।ସ୍କୁଟି ଟି ଆଖି ପିଛୁଳାକେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା।ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆ କୁ ଆୟତ୍ତ କରିଥିଲେ କିନ୍ତୁ ସ୍କୁଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।