ଭୁବନେଶ୍ୱର : ମାଉସୀମା ମନ୍ଦିରରୁ କଳ୍ପନା ଯାଏଁ ଉଡ଼ନ୍ତା ସେତୁ କରିବ ପୂର୍ତ୍ତ ବିଭାଗ | ନିର୍ମାଣ ବିଭାଗ ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ହଜାର କିଲୋମିଟର ରାସ୍ତା ର ଉନ୍ନତି କରଣ କରିବେ ରାଜ୍ୟ ସରକାର । ହେଭି ଟ୍ରାଫିକ କୁ ଦୂର କରିବା ପାଇଁ ଅର୍ଥାତ ରାଜଧାନୀକୁ ଭିଡ଼ ମୁକ୍ତ ପାଇଁ ରାଜଧାନୀ ରାସ୍ତା ର ଉନ୍ନତି କରାଯିବ । ରାଜ୍ୟ ସରକାର ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ । ବିଧାନସଭାରେ ନିର୍ମାଣ ବିଭାଗ ମନ୍ତ୍ରୀଙ୍କ ଘୋଷଣା ଉତ୍ତର ରଖିଲେ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ |