ଆହର କେନ୍ଦ୍ରର ନୂତନ ଗୃହ ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଜିଲ୍ଲା ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆହର କେନ୍ଦ୍ରର ନୂତନ ଗୃହକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଦଘାଟନ କରିଛନ୍ତି। ଏହି ଉଦଘାଟନରେ ସ୍ଵାସ୍ଥକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ କ୍ଷମାନିଧୀ ସେଠୀ, ବିଜେଡି ସଭାପତି ଅଶୋକ ସାହୁ,ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ବ୍ଲକ ପ୍ରାକ୍ତନ ଅଧକ୍ଷ ପ୍ରଦିପ୍ତ ଖଟୋଇ ଯୋଗଦେଇଥିଲେ।