ଭୁବନେଶ୍ୱର;ଆଜି ବସିବ କୋଟିଆ ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିବ କୋଟିଆ ବୈଠକ । କୋଟିଆ ପାଇଁ ଗଠନ ହୋଇଥିବା ନୂତନ କମିଟିର ଏହା ପ୍ରଥମ ବୈଠକ । ଲୋକସେବା ଭବନ ରେ ବସିବ ବୈଠକ ।କୋଟିଆ ସୀମା ବିବାଦ ପାଇଁ ସରକାର ଗଠନ କରିଛନ୍ତି ୧୬ ଜଣିଆ କମିଟି । ବୈଠକ ରେ ଉପସ୍ଥିତ ରହିବେ କମିଟିର ସମସ୍ତ ସଦସ୍ୟ । ।