ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମହିଳାଙ୍କ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ ଚନ୍ଦ୍ରଶେଖର ପୁର ଥାନା ପୋଲିସ ପହଞ୍ଚି କରୁଛି ତଦନ୍ତ। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।