ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାହାନଗା ପଣପଣା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ । ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିବା ସୂଚନା ।ଘଟଣା ସ୍ଥଳରେ ଫାୟାର ଟିମ୍ ଓ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ଜଣ ଗୁରୁତର ହୋଇଛନ୍ତି ତାହାର ରିପୋର୍ଟ ଆସିନାହିଁ।