ହାତୀ ଦଳି ଦେବାରୁ ଘଟଣା ସ୍ଥଲରେ ଜଣେ ମୃତୁ

( ଗୋଲାପ ସାହୁ \ ଜନକ ପୋଢ଼ ) : କଳାହାଣ୍ଡି ଜିଲ୍ଲାର ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲ ନିଜ ଟିମ୍ ସହ ହାତୀ ଘଉଡ଼ାଇବା ପାଇଁ ସ୍ଥାନୀୟ ଆମ ପଡା ଜଙ୍ଗଲ ଯାଇଥିଲେ । ଜଙ୍ଗଲୀ ହାତୀ ତାଙ୍କୁ  ମାଡ଼ି ଦଳି ଦେବାରୁ  ଘଟଣା ସ୍ଥଲରେ ଅବସ୍ଥା ଗୁରୁତର ହୋଇଥିଲା । ନର୍ଲା ମେଡିକାଲରେ ଭର୍ତି କରା ହୋବା ପରେ  କିଛି ସମୟ ପରେ ତାଙ୍କର ମୃତୁ ହୋଇଛି ।