ଜନ ସାଧାରଣ ଭୟ ଭିତ ହୁଅନ୍ତୁ ନାହିଁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ | ଆଜି 11.30 ରେ ଲଘୁଚାପ ସୃଷ୍ଟି ହୋଇଛି | 24 ତାରିଖ ସକାଳେ ପୁରୀ ଓ ସାଗର ଦୀପ ମଧରେ ସ୍ଥଳ ଭାଗ ଅତିକ୍ରମ  କରିବ ବାତ୍ୟା  | 110 ରୁ 120 ଭିତରେ ପବନର ଗତିବେଗ ରହିବ | ଜନ ସାଧାରଣ ଭୟ ଭିତ ହୁଅନ୍ତୁ ନାହିଁ | ଜିରୋ କାଜୁୟାଲିଟି ରହିବ | ଅଗ୍ନିଶମ, ଓଡ୍ରାଫ, NDRF ପ୍ରସ୍ତୁତ | ବାତ୍ୟା ଆଶ୍ରୟସ୍ଥଳୀ ରେ ଜରୁରୀ କାଳୀନ ସାମଗ୍ରୀ ପ୍ରସ୍ତୁତ  | ବାତ୍ୟା ପରେ ଟେଲିଫୋନ, ବିଦ୍ୟୁତ ସଂଯୋଗ ପାଇଁ ସରକାର ପ୍ରସ୍ତୁତ | ହସ୍ପିଟାଲ ରେ ନିରବଛୀନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି | ଅତ୍ୟାବଶ୍ୟକ ସାମଗ୍ରୀ ର କଳା ବଜାରୀ ରୋକିବା ପାଇଁ ବିଭାଗ ସଜାଗ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି | ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ଅଞ୍ଚଳ ଇଭାକ୍ୟୁସନ କରାଯିବ |