ପ୍ରବାସୀ ଓଡି଼ଆଙ୍କ ସହ ଭାବ ବିନିମୟ କଲେ ମୁଖମନ୍ତ୍ରୀ

ଇଟାଲୀ: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୧୦ ଦିନିଆ ବିଦେଶ ଗସ୍ତ ସମୟରେ ଇଟାଲୀର ରୋମରେ ଥିବା ପ୍ରବାସୀ ଓଡି଼ଆଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ୫-ଟି ସ୍କୁଲର ରୂପାନ୍ତରିକରଣ ସମେତ ବିଭିନ୍ନ ଲୋକାଭିମୁଖୀ ସରକାରୀ ଯୋଜନା ସମ୍ପର୍କରେ କହିଥିଲେ। ଏହି ଅବସରରେ ପ୍ରବାସୀ ଓଡି଼ଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।