ସାଇମନ୍ଦିର ଭାଙ୍ଗିଲା ବିଏମସି

(ଭୁବନେଶ୍ୱର): ଇନଫୋସିଟ ଅଞ୍ଚଳରେ ଥିବା ସାଇ ମନ୍ଦିର ଭଙ୍ଗାଯାଇଛି । ବିଡିଏ ଓ ବିଏମସିର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତି ରହି ଭଙ୍ଗାକାର୍ଯ୍ୟର ତଦାରଖ କରୁଛନ୍ତି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ମଧ୍ୟ ମୁତୟନ ରହିଛି । ସରକାରୀ ଜମିକୁ ଜବରଦଖଲ କରି ମନ୍ଦିରର ନିର୍ମାଣକୁ ଭଙ୍ଗାଯାଉଛି ।