ସର୍ବଶ୍ରେଷ୍ଟ ବିଧାୟକ ନିତ୍ୟାନନ୍ଦ ପ୍ରଧାନ ୭୭ ବର୍ଷ ରେ ପାଦ ଥାପିଲେ

ଗଞ୍ଜାମ (ହରପ୍ରସାଦ ବିଶୋଇ) : ଓଡିଶା ରାଜ୍ୟ ରାଜନୀତିରେ ଏକ ନିଆରା ପରିଚୟ ନା ଅଛି ଛନ୍ଦ ନା କପଟ ଆସିକା ଏବଂ କବିସୂର୍ୟ୍ୟନଗରର ଉନ୍ନତି ଯାହାର ମୂଳ ଲକ୍ଷ୍ୟ ସାଧାରଣ ଜନତାର ହୃଦୟର ନେତା ଜନତାଙ୍କ ହୀତ ପାଇଁ କିଛି ନୂଆ, ଯୁଗାନ୍ତକାରୀ ,ଜନ କଲ୍ୟାଣ କାରୀ ବିଚାର ଧାରାର ମହାନ ବ୍ୟକ୍ତିତ୍ବ ଜ୍ଝନିଜ କର୍ମଠ ପଣିଆ ବଳରେ ଆଧୁନିକ ସମାଜର ଆଦର୍ଶ ଜ୍ଝ ଜନତାଙ୍କ ପ୍ରତି ଉତ୍ସର୍ଗୀକୃତ୍ତ ସେବା ଜ୍ଝକୃଷି ଓ କୃଷକ ଏବଂ ଜନ ସେବାରେ ସଦା ସର୍ବଦା ନିଜକୁ ନିୟୋଜିତ କରୁଥିବା ଜନନେତା,ଓଡିଶା ରାଜ୍ୟ ରାଜନୀତିରେ ଏକ ନିଆରା ପରିଚୟ ଆସିକାର ପୂର୍ବତନ ସାଂସଦ ତଥା କବିସୂର୍ୟ୍ୟନଗରର ପୂର୍ବତନ ସର୍ବଶ୍ରେଷ୍ଠ ବିଧାୟକ ନିତ୍ୟାନନ୍ଦ ପ୍ରଧାନ ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି ଜ୍ଝଶ୍ରୀ ପ୍ରଧାନଙ୍କ ୭୭ ତମ ଜନ୍ମ ଦିବସ ଅବସରରେ କବିସୂର୍ୟ୍ୟନଗର ବିଜୁ ଜନତା ଦଳ ତରଫରୁ କବିସୂର୍ୟ୍ୟନଗର ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ମାଗଣା ମଧୁମେହ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ କବିସୂର୍ୟ୍ୟନଗର ବିଧାୟିକା ତଥା ନିତ୍ୟାନନ୍ଦ ପ୍ରଧାନ ଙ୍କ ଗେଲ୍ଲୀ ଝିଅ ଲତିକା ପ୍ରଧାନ ଯୋଗଦେଇ ଶିବିର କୁ ଉଦଘାଟନ କରିଛନ୍ତି ଜ୍ଝ ଏହି ଶିବିର ରେ ଜଣ ସାଧାରଣ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଜ୍ଝ ଜନ୍ମ ଦିନ ଉପଲକ୍ଷେ କେକ କାଟି ଜନ୍ମ ଦିନ ପାଳନ କରାଯାଇଛି ଜ୍ଝ ଶ୍ରୀ ପ୍ରଧାନ ଙ୍କୁ ଭଲ ପାଉଥିବା ଲୋକେ ସ୍ୱତ୍ୱ ପୂର୍ତ୍ତ ଭାବେ ଏହି କାର୍ୟ୍ୟକ୍ରମେ ରେ ସାମିଲ ହୋଇଛନ୍ତି ଜ୍ଝ ଶ୍ରୀ ପ୍ରଧାନ ଆସିକା ଲୋକସଭା ର ୨୦୦୯-୨୦୧୪ ପର୍ୟ୍ୟନ୍ତ ସାଂସଦ ଏବଂ ୨୦୦୦-୨୦୦୪ ପର୍ୟ୍ୟନ୍ତ କବିସୂର୍ୟ୍ୟନଗର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଜ୍ଝ ଏଥିସହ ଶ୍ରୀ ପ୍ରଧାନ ଙ୍କୁ ଓଡିଶା ର ସର୍ବ ଶ୍ରେଷ୍ଠ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି ଜ୍ଝବର୍ତ୍ତମାନ ଶ୍ରୀ ପ୍ରଧାନ ଙ୍କ ଝିଅ ଲତିକା ପ୍ରଧାନ ବିଜୁ ଜନତା ଦଳ ର କବିସୂର୍ୟ୍ୟନଗର ବିଧାୟିକା ଅଛନ୍ତି ଜ୍ଝ