କାବୁଲ: ଆଫଗାନୀସ୍ତାନରେ ବିସ୍ଫୋରଣ । ଆଫଗାନୀସ୍ତାନର ବଲ୍ଗ ଅଞ୍ଚଳରେ ବଡଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫାରଣରେ ବଲ୍ଗ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୁତ୍ୟୁ ହୋଇଥବା ସୂଚନା ରହିଛି । ସୂଚନା ଅନୁଯାଇ ଗଭଣକର୍ଣା ଅଫିସରେ ଥିବା ବେଳେ ହିଁ ଏହି ବିସ୍ଫାରଣ ହୋଇଥିଲା । ଏଥିରେ ଗଭର୍ଣ୍ଣରଙ୍କ ସମେତ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ବିସ୍ଫାରଣ କିଏ ଓ କାହିଁକି କରିଛି କିଛି ଏବେ ସୁଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।