Browsing Tag

youth

80 ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି।

୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳାଙ୍କଠାରୁ ଆରମ୍ଭ କରି ବୃଦ୍ଧ, ଭିନ୍ନକ୍ଷମ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗକୁ ନଜରରେ ରଖି ସରକାର ନେଇଛନ୍ତି ଏହି ଘୋଷଣା। ବିଶେଷ କରି ସୁଭଦ୍ରା…
Read More...

‘ହଜ୍’ କରିବାକୁ କେରଳରୁ ଚାଲି ଚାଲି ୩୭୦ ଦିନରେ ମକ୍କାରେ ପହଞ୍ଚିଲେ

ନୂଆଦିଲ୍ଲୀ: କେରଳରୁ ଜଣେ ବ୍ୟକ୍ତି ଚାଲି ଚାଲି ‘ହଜ୍’ କରିବାକୁ ଯାଇଛନ୍ତି । ୮,୬୪୦ କିଲୋମିଟର ଦୂର ମକ୍କା ନଗରୀରେ ପହଞ୍ଚିବାକୁ ତାଙ୍କୁ ୩୭୦ ଦିନ ସମୟ ଲାଗିଥିଲା । କେରଳର ମାଲାପୁରମ୍ ଜିଲ୍ଲା ଅନ୍ତର୍ଗତ ବାଲାଞ୍ଚେରୀର ବାସିନ୍ଦା ଶିହାବ୍ ଚୋତ୍ତୁର୍ ନାମକ ଏହି ବ୍ୟକ୍ତିଜଣକ ପାକିସ୍ତାନ,…
Read More...

ଚଳନ୍ତା ଟ୍ରେନରେ ଭିଡିଓ କରି ଚାଲିଗଲା ଜୀବନ

ଆଜିକାଲି ରିଲ୍ସ ଏବଂ ଭିଡିଓ କରିବା ପାଇଁ ଯୁବପିଢ଼ି ସବୁବେଳେ ଆଗଭର । ଏହା ଏମିତି ଏକ ନିଶା ଯେଉଁଥିରେ ଯୁବପିଢ଼ି ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ,…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି; ସରକାରୀ ଚାକିରି ଲୋଭରେ ମୃତ ମା’କୁ ଆଉ ଥରେ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବା ପାଇଁ କିଛି ଅସାଧୁ ଲୋକ ମିଛ କହି ଧରାପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ସରକାରୀ ଚାକିରି ପାଇବା ପାଇଁ ଜଣେ ଯୁବକ ମିଛ କହି ଧରାପଡ଼ିବା ଘଟଣାଟି…
Read More...

ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

(ମନିଲ କୁମାର ମହାରଣା): କୋଇଲା ୱାଗନ ରେ କଣ୍ଡାଳ ଗ୍ରମାପଂଚାୟତର ବିକାର ଯୁବକଙ୍କୁ ନିଯୁକ୍ତି ପାଇଁ ସ୍ଥାନୀୟ ଅଚଂଳରେ ଦାବି ହୋଇଛି । ସୁଚନାଯୋଗ୍ୟ ଯେ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଡାଳ ଗ୍ରାମପଂଚାୟତ ର ଲିଙ୍ଗରାଜ କୋଇଲା ଖଣି ଠାରୁ ଦୈନିକ ଶହ ଶହ ଟନ କୋଇଲା ରେଳ ୱାଗନ ଯୋଗେ ବିଭିନ୍ନ…
Read More...