Browsing Tag

world

ବିଶ୍ୱ ଧନୀ ତାଲିକାରେ କେତେ ନମ୍ବରରେ କିଏ ଅଛନ୍ତି?

ବ୍ୟୁରୋ: ବିଶ୍ୱର  ସବୁଠାରୁ  ଧନୀ ଏଲନ୍ ମସ୍କ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ୍ ସମ୍ପତିର ପରିମାଣ ୨୪୯ ବିଲିୟନ୍ ଡଲାର ରହିଛି । ତାଙ୍କ ପଛକୁ ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତି ୧୭୬ ବିଲିୟନ୍ ଡଲାର ରହିଛି । ଏହା ପଛକୁ ପଛ ବର୍ନାର୍ଡ ଅର୍ନଲ୍ଟ,…
Read More...

ଆସନ୍ତାବର୍ଷ ବିଶ୍ୱରେ ଦେଖାଦେବ ସିରିଞ୍ଜ ସମସ୍ୟା

ନୂଆଦିଲ୍ଲୀ: ଆସନ୍ତାବର୍ଷ ବିଶ୍ୱରେ ଦେଖାଦେଇପାରେ ସିରିଞ୍ଜ ଅଭାବ । ଆସନ୍ତାବର୍ଷ ବିଶ୍ୱରେ ପ୍ରାୟ ୨୦୦ କୋଟି ସିରିଞ୍ଜ ଆବଶ୍ୟକତା ଥିବା ବେଳେ , ସେହି ପରିମାଣର ସିରିଞ୍ଜ ଉତ୍ପାଦିତ ହେବାର ସମ୍ଭାବନା ନାହିଁ ବୋଲି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା ଯୋଗୁ ଟିକା ଦାନ ପ୍ରକ୍ରିୟା…
Read More...

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଏବେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ଯାହାର କାରଣ ହେଉଛି କୋଭିଡ଼-୧୯ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ବିଶ୍ୱ ସ୍ଥରୀୟ ସମ୍ପର୍କର ଅବନତି ଯୋଗୁଁ ଏହି ସଙ୍କଟ ଦେଖା ଦେଇଥିବା କୁହାଯାଉଛି । ଟୋମାସ ଓଜିଆ କ୍ୱିଣ୍ଟାନା ମିଳିତ ଜାତିସଂଘ ମହାସଭା ମାନବାଧିକାର…
Read More...

ଉଦାହରଣ ପାଲଟିଛନ୍ତି ୧୦୪ବର୍ଷୀୟ ମହିଳା , ୨ଥର କରୋନାକୁ ପରାସ୍ତ

(କୋଲମ୍ବିୟା) : ଦେଶରେ କରୋନା ସଂକ୍ରମଣ ଦ୍ଵିତୀୟ ଲହରୀ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଅଧିକାଂଶ ଲୋକେ ହତାଶ ହୋଇପଡିଥିବା ବେଳେ ୧୦୪ବର୍ଷର ମହିଳା ୨ଥର କରୋନାକୁ ପରାସ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି । ମାସେ ନୁହେ କି ୨ମାସ ନୁହେଁ ୧ ବର୍ଷ ସମୟ ମଧ୍ୟରେ ଏହି ଶତାୟୁ ମହିଳା…
Read More...

ବିଶ୍ୱରେ ବିରଳ , ତିନି ସପ୍ତାହ ବ୍ୟବଧାନରେ ଜନ୍ମ ହେଲେ ଯାଆଁଳା ଶିଶୁ

(ନୂଆଦିଲ୍ଲୀ ) : ଗର୍ଭବତୀ ଥାଇ ପୁଣି ଥରେ ଗର୍ଭବତୀ ହୋଇଛନ୍ତି ଜଣେ ମହିଳା । ଯାହାର ପ୍ରଭାବରେ ୩ସପ୍ତାହ ବ୍ୟବଧାନରେ ଜନ୍ମ ହୋଇଛନ୍ତି ଯାଆଁଳା ଶିଶୁ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ତେବେ ହଁ ଦର୍ଶକ ବନ୍ଧୁ ଏପରି ଏକ ଘଟଣା ଘଟିଛି ଇଂଲଣ୍ଡର ଭିଲ୍ଟଶାୟରରେ ।…
Read More...

ଚୀନରେ ସ୍ଥିତି ଭୟାବହ: କରୋନା ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ବେଜିଂ : କରୋନା ଭାଇରସ୍‌ର ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ଭୟଙ୍କର ଭାଇରସ୍‌ ଯୋଗୁଁ ଚୀନ୍‌ରେ ଗତ ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୭ ଶହ ଟପି ଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତକାଲି ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ…
Read More...

କୋରୋନା ଭାଇରସ୍ ତାଣ୍ଡବ: ଚୀନ୍ ରେ ୮୦ ମୃତ, ୨୭୦୦ରୁ ଅଧିକ ଆକ୍ରାନ୍ତ

ଉହାନ୍‌: ମାରାତ୍ମକ କରୋନାଭାଇରସ୍‌ ର ତାଣ୍ଡବରେ ପ୍ରାୟ ୮୦ରୁ ଉର୍ଧ୍ଵ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଖାପାଖି ୨୭୪୪ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ଚୀନ୍‌। କେବଳ ହୁବେଇରେ ହିଁ ୨୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ବେକ୍‌ ଏୟାରୱେଜ଼ ବିମାନ ଦୁର୍ଘଟଣାଗ୍ରସ୍ତ : ୭ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୯୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍‌ ଏୟାର୍‌ର ଏକ ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ମୁତାବକ, ସକାଳ ୭: ୨୨ ସମୟରେ ଅଲ୍‌ମାଟି…
Read More...

ହକି ପାଇଁ ଗଲା ଜୀବନ

(ଦୀପକ ପ୍ରଧାନ): ହକି ପାଇଁ ଗଲା ଦିନମଜୁରିଆ କୃଷ୍ଣଙ୍କ ଜୀବନ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗ୍ରାମ ପଂଚାୟତ ରେ । ହକି ବିଶ୍ୱକପ ପାଇଁ ବିଜୁଯୁବବାହିନୀ ଆନୁକୂଲ୍ୟରେ ମିନିମାରାଥନ ଅନୁଷ୍ଠିତ ହୋଇଥିଲା । କମାଗୁରୁ ପଂଚାୟତ ବେଲପଦା ଆଦିବାସୀ ସାହିର କୃଷ୍ଣ ପରିଡା ବିଜୁଯୁବବାହିନୀ…
Read More...