Browsing Tag

women

ମହିଳାଙ୍କ ପାଇଁ ଉଦ୍ଭାବିତ ହୋଇଥିଲା ଏହି ପାନୀୟ

ବ୍ୟାଙ୍କକ୍:  ସିଙ୍ଗାପୁର୍ ସ୍ଲିଙ୍ଗ୍ କକଟେଲ୍ ନାମରେ ପ୍ରସିଦ୍ଧ ପାନୀୟ ବିକ୍ରୟ କରି ସିଙ୍ଗାପୁରର ବିଳାସମୟ ରାଫେଲସ୍ ହୋଟେଲ୍ ଦୈନିକ ୩୦ହଜାର ଡଲାର ଉପାର୍ଜନ କରୁଛି ବୋଲି ନ୍ୟୁଜ୍ ଡଟ୍ କମ୍ ଏୟୁ ରିପୋର୍ଟ କରିଛି। ଏହି କକଟେଲର ଉଦ୍ଭାବକ ହେଉଛନ୍ତି ନିଆମ୍ ଟୋଙ୍ଗ୍ ବୁନ୍ ନାମରେ ଜଣେ…
Read More...

ଆଫଗାନିସ୍ତାନର ସ୍ଥିତି ଅତି ଜଟିଳ; ୮୭୫,୦୦୦ ଶିଶୁ କୁପୋଷଣର ଶିକାର

କାବୁଲ: ଆଫଗାନିସ୍ତାନରେ ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାଙ୍କ ଖାଦ୍ୟସୁରକ୍ଷା ବିପନ୍ନ ହୋଇଥିବା ହ୍ୟୁମାନ ରାଇଟ୍ସ ୱାଚ (ଏଚଆରଡବ୍ଲ୍ୟୁ) ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ…
Read More...

“ହିଜାବ ନପନ୍ଧିବାରୁ ଦୁଷ୍କର୍ମ ବଢୁଛି’

କର୍ଣ୍ଣାଟକ: ହିଜାବ ମାନେ ପର୍ଦ୍ଦା, ଆଉ ହିଜାବ ନପିନ୍ଧିବାରୁ ଦୁଷ୍କର୍ମ ବଢୁଛି । ଏଭଳି ବୟାନ ଦେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକର କଂଗ୍ରେସ ନେତା ଜମିର ଅହମ୍ମଦ । ଗଣମାଧ୍ୟମ ସହ ଅଲୋଚନା ବେଳେ ସେ ଏଭଳି ବୟାନ ଦେଇଥିଲେ । ତେବେ ହିଜାବ ପିନ୍ଧିବା ବାଧ୍ୟ ନୁହେଁ । କେବଳ ନିଜକୁ ରକ୍ଷା…
Read More...

ମହିଳାଙ୍କୁ ଘରେ ଅତ୍ୟାଚାର କଲେ ପହଞ୍ଚିବ ପୋଲିସ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ ପୋଲିସର କଡା ପଦକ୍ଷେପ । ଘରେ ଅତ୍ୟାଚାର ହେଉଥିବା ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ନେଇଛି ଏଭଳି ପଦକ୍ଷେପ । ଏଥିପାଇଁ ସବୁ ଥାନାରେ ଜାରୀ ହେବନମ୍ବର । କୌଣସି ଘରେ ଯଦି ମହିଳା ନିର୍ଯ୍ୟାତିତ ହେଉଥିବେ…
Read More...

ପାର୍ଲାମେଣ୍ଟରେ ମହିଳାଙ୍କ ୩୩ ପ୍ରତିଶତ ସ୍ଥାନସଂରକ୍ଷଶକୁ ନେଇ ରାଜନୌତିକ ଚର୍ଚ୍ଚା

(ରିପୋର୍ଟସ ଟୁୁଡ଼େ): ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେଉ। ଏ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ନିକଟରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଏହାପରେ ପ୍ରସ୍ତାବକୁ ଖୁବ୍‌ଶୀଘ୍ର ଆଇନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ…
Read More...

ଝିଅଙ୍କ ପାଇଁ ଶିକ୍ଷା, ଶାଶୁ ଘର ନୁହେଁ ନିଜ ଘର

(ରିପୋର୍ଟସ ଟୁଡ଼େ): ଝିଅର ସୁରକ୍ଷା ଏବଂ ତା’ର ଭବିଷ୍ୟତ ପାଇଁ ଜନ୍ମଦାତ୍ରୀ ମା’ ସବୁପ୍ରକାର ଚେଷ୍ଟା କରିଥାଏ। ଯେତେବେଳେ ଝିଅର ବାହାଘର ହୋଇଯାଉଛି ତାକୁ ଆଉ ଏକ ଘରର ଦାୟିତ୍ୱ ତୁଲାଇବାକୁ ପଡିଥାଏ। ତେଣୁ ଏହି ସମୟରେ ମାପିଚୁପି ଚାଲିବାକୁ ପଡେ। ଟିକେ ଟିକେ ଅସାବଧାନତା ଏପରି ସମସ୍ୟା ସୃଷ୍ଟି…
Read More...

ମହିଳା ଟି- ୨୦ ବିଶ୍ୱକପ୍- ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

(ରିପୋର୍ଟସ ଟୁଡେ): ଭାରତୀୟ ମହିଳା କ୍ରିକେଟ ଟିମ ଆସନ୍ତା କାଲି ନିଜୟ ଦ୍ୱିତୀୟ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜରେ ଜାରି ରହିଥିବା ଆଇସିସି ମହିଳା ବିଶ୍ୱକପ ଟି-୨୦ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଟସ ଜିଣି ପ୍ରଥମେ…
Read More...