Browsing Tag

WEATHER

ମୌସୁମୀ ପ୍ରଭାବରେ ଝଡ଼ ଏବଂ ପ୍ରବଳ ବର୍ଷା, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି

ଅରେଞ୍ଜ ଆଲର୍ଟ ଜାରି: ପ୍ରବଳ ବର୍ଷା ଏବଂ ଝଡ଼ ପାଇଁ ବିହାର, ଓଡ଼ିଶା, ସିକିମ୍, ବଙ୍ଗଳା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟକୁ ଅରେଞ୍ଜ ଆଲର୍ଟ ଅଧୀନରେ ରଖିଛି ଆଇଏମଡି। ବନ୍ୟା ଏବଂ ଭୂସ୍ଖଳନ ବିପଦ: ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟଗୁଡ଼ିକ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କାର…
Read More...

ଟୁଇନ୍ ସିଟିରେ ସକାଳୁ ମୌସୁମୀ ବର୍ଷା

ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସତର୍କତା…
Read More...

କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ତେବେ ସକାଳେ ଟାଇ ଟାଇ ଖରାକୁ ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪…
Read More...

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

ଦେଶ ଓ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଓଗଊ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଯାହା ୧୬ ତାରିଖ ରାତିରେ ଏକ ନୂତନ କିନ୍ତୁ ଦୁର୍ବଳ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳ ନିକଟକୁ ଆସିବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ,…
Read More...

ମାଡ଼ିଆସୁଛି ସାଂଘାତିକ ଖରା; ୧୧ ତାରିଖରୁ ଅସହ୍ୟ ଗରମ, ରାଜ୍ୟରେ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ସାଂଘାତିକ ଖରା ମାଡ଼ିଆସୁଛି। ଆସନ୍ତା ଶନିବାରଠାରୁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। India Meteorological Department (ଆଇଏମଡି) ଅନୁସାରେ, ଏପ୍ରିଲ ୧୧ ତାରିଖରୁ ଉପକୂଳ ଓ ଆଖପାଖ ଅଞ୍ଚଳରେ ପ୍ରବଳ ଖରା ପରିସ୍ଥିତି ସୃଷ୍ଟି…
Read More...

୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ

ଝଡବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ। ଉତ୍ତର ଭାରତରେ ଏକାଧିକ ପଶ୍ଚିମା ଝଡ଼ ସକ୍ରିୟ ହେବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପାଣିପାଗ ବିଗିଡ଼ିବାକୁ ଯାଉଛି । ତାତିରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ। ଅପରାହ୍ନ ବେଳକୁ ହଠାତ୍ ଆକାଶକୁ କବ୍‌ଜା କରିନେଲା କଳା ବାଦଲ।…
Read More...

୮ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ, ୧୨ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ଖରା ଓ ବର୍ଷାର ଲୁଚକାଳି ଜାରି ରହିଛି। ଦିନ ସମୟରେ ଭୟଙ୍କର ତାପମାତ୍ରା ଅନୁଭୂତ ହେଉଥିବାବେଳେ, ସନ୍ଧ୍ୟା ଓ ରାତି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଏହି ପରିସ୍ଥିତି ଜାରି ରହିବ ବୋଲି ଆକଳନ କରିଛି। ଆସନ୍ତା…
Read More...

ଆହୁରି ୨ ଦିନ ବର୍ଷା; କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ

ପଶ୍ଚିମା ବାୟୁ ଓ ଝଡ ପ୍ରବାହ ସହ ଘୁର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଓ…
Read More...

ଗରମରୁ ମିଳିବ ଆଶ୍ୱସ୍ତି: ମାର୍ଚ୍ଚ ୧୫ରୁ ୧୯ ମଧ୍ୟରେ ଓଡିଶାରେ ବର୍ଷା ସମ୍ଭାବନା

Bhubaneswar: ଗରମରୁ ରାଜ୍ୟବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ମାର୍ଚ୍ଚ ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି।…
Read More...

ରାଜ୍ୟର ୧୭ ଜିଲ୍ଲାରେ ଆଉ ୨ ଦିନ ଘନ କୁହୁଡ଼ି, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ ବୋଲି India Meteorological Department ପୂର୍ବାନୁମାନ କରିଛି। ଏନେଇ ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।…
Read More...