ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧିତ ବିଲ୍…
ଆଜି ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧିତ ବିଲ୍ । ଏହି ବିଲ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ଏହି ବିଲ ଅନୁଯାୟୀ, ସରକାରୀ ସମ୍ପତ୍ତିକୁ ୱାକଫ ସମ୍ପତ୍ତି ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ତାହା ଓ୍ବକଫ ସମ୍ପତ୍ତି ଭାବେ ଗଣ୍ୟ ହେବ ନାହିଁ। ଏହା ଓ୍ବକଫ ବୋର୍ଡଙ୍କ ଐତିହାସିକ…
Read More...
Read More...