ଭିଜିଲାନ୍ସ ଜାଲରେ BEO ଅଫିସର କନିଷ୍ଠ କିରାଣି
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ BEO ଅଫିସ୍ର କନିଷ୍ଠ କିରାଣି । ମହାକାଳପଡ଼ା BEO ଅଫିସ୍ର କନିଷ୍ଠ କିରାଣି ନାରାୟଣ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ଶିକ୍ଷକଙ୍କଠାରୁ ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ…
Read More...
Read More...