IAS ଧୀମାନ ଚକ୍ମାଙ୍କୁ ମିଳିଲା ଜାମିନ
ଭୁବନେଶ୍ଵର: IAS ଧୀମାନ ଚକ୍ମାଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ଲାଞ୍ଚ ନେଲା ବେଳେ IAS ଧୀମାନ ଚକ୍ମାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ଜୟପାଟଣା ଅଞ୍ଚଳର ଜଣେ କ୍ରସର…
Read More...
Read More...