Browsing Tag

Uttar Pradesh

ଡକ୍ୟୁମେଣ୍ଟାରୀ ଫିଲମ ‘କାଳୀ’ର ପୋଷ୍ଟରକୁ ନେଇ ତେଜିଛି ବିବାଦ

ଉତ୍ତରପ୍ରଦେଶ:ଡକ୍ୟୁମେଣ୍ଟାରୀ ଫିଲମ ‘କାଳୀ’ର ପୋଷ୍ଟରକୁ ନେଇ ତେଜିଛି ବିବାଦ । ଧାର୍ମିକ ସ୍ୱାଧୀନତା ଆଳରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରିବା ସହଜ ହୋଇଛି । ତେବେ ନିକଟରେ କାଳୀ ନାମକ ଏକ ଡକ୍ୟୁମେଂଟ୍ରିରେ ମା କାଳୀ ଭୂମିକା କରୁଥିବା ଅଭିନେତ୍ରୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ…
Read More...

ପଣସ ଖରାପ ପଡ଼ିବାରୁ ହତ୍ୟା

ଉତ୍ତରପ୍ରଦେଶ : ପଣସ ଲାଗି ହତ୍ୟା । ପଣସ ଖରାପ ପଡ଼ିବାରୁ ପରିବା ବାଲାକୁ ହତ୍ୟା କଲେ ଜଣେ ଗ୍ରାହକ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଏନେଇ ମୃତ ପରିବାବାଲାଙ୍କ ପୁଅର ଅଭିଯୋଗ କ୍ରମେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କବି ନଗର ଥାନା ବାପୁଧାମ ସ୍ଥିତ ୩୮…
Read More...

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନାକ କାମୁଡ଼ି ଛିଡ଼େଇ ଦେଲା ସ୍ୱାମୀ

ଦିଲ୍ଲୀ : ସ୍ତ୍ରୀର ନାକ କାମୁଡି ଛିଡ଼ାଇଦେଲା ସ୍ୱାମୀ । ଆଜ୍ଞା ହଁ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ବ୍ୟକ୍ତି ଜଣଙ୍କ ତାଙ୍କ ନାକ କାମୁଡି ଛିଡ଼ାଇ ଦେଇଛନ୍ତି । ନାକଛିଡ଼ିବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହେଲେ ମହିଳା । ଏଭଳି ଆଶର୍ୟ୍ୟାକର ଘଟଣା ଦେଖିବାକୁ ମିଳିଛି…
Read More...

ଉତ୍ତରକାଶୀରେ ଓଲଟିଲା ବସ : ୧୭ ମୃତ ,୬ ଗୁରୁତର

(ଉତ୍ତରପ୍ରଦେଶ) : ଗଭୀର ଗାଢ଼କୁ ଖସି ଦୁର୍ଘଟଣା ଗ୍ରସ୍ତ ହେଲା ବସ । ଉତ୍ତରପ୍ରଦେଶର ଉତ୍ତରକାଶୀ ନିକଟରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯମୁନୋତ୍ରୀ ଲାଗି ଯାଉଥିବା ବସରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯମୁନୋତ୍ରୀ ହାଇଓ୍ବେର ଡାମଟା ନିକଟରେ ଘଟିଛି…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୪ ବର୍ଷ ଜେଲଦଣ୍ଡ

(ଦିଲ୍ଲୀ) : ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୪ ବର୍ଷ ଜେଲଦଣ୍ଡ। ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ। ଏଥିସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ୮୭…
Read More...

ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଫେରାଇବାକୁ ନୋଟିସ

ଉତ୍ତରପ୍ରଦେଶ : ବହୁ ସମୟର ଅପେକ୍ଷା ପରେ କେନ୍ଦ୍ର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ୧୧ କିସ୍ତିର ଟଙ୍କା କୃଷକଙ୍କୁ ଦେବାକୁ ଯାଉଛି । ଏହି ଟଙ୍କା ମେ ୩୧ରେ ଚାଷୀଙ୍କ ଖାତାକୁ ଯିବ । ହେଲେ ଯେଉଁମାନେ  ଅଯୋଗ୍ୟ ଚାଷୀ ହୋଇ ତାଙ୍କ ନେଉଛନ୍ତି ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି …
Read More...

‘ଅଜାନ ଇସଲାମ ଧର୍ମର କିନ୍ତୁ ଲାଉଡସ୍ପିକର ନୁହେଁ’ : ଆହ୍ଲାବାଦ ହାଇକୋର୍ଟ

(ଉତ୍ତରପ୍ରଦେଶ) : ମସଜିଦରେ ଲାଉଡସ୍ପିକରୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମସଜିଦରେ ଲାଉଡ ସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ। ଅଜାନ ଇସଲାମ ଧର୍ମର ଅଂଶବିଶେଷ। କିନ୍ତୁ ଲାଉଡସ୍ପିକର ନୁହେଁ। ଲାଉଡ ସ୍ପିକରରେ ଅଜାନ କୌଣସି ପ୍ରକାରର ମୌଳିକ…
Read More...

୧୧ ହଜାର ଲାଉଡସ୍ପିକର ହଟାଇଲେ ଯୋଗୀ ସରକାର

(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶର ସମସ୍ତ ଧାର୍ମିକ ସ୍ଥାନରୁ ହଟିଲା ଲାଉଡସ୍ପିକର। ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଭିନ୍ନଭିନ୍ନ ଜିଲ୍ଲାରୁ ୧୦ ହଜାର ୯୨୩ଟି ଲାଉଡସ୍ପିକର ହଟାଇ ଦିଆଯାଇଛି ବୋଲି ସ୍ୱଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ୩୫ ହଜାର ୨୨୧ଟି…
Read More...

ଯୋଗୀ ଆଦିତ୍ୟନାଥ ଧାର୍ମିକ ଶୋଭାଯାତ୍ରା ପାଇଁ ଜାରି କଲେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ବ୍ୟୁରୋ : ଦେଶର ବିଭିନ୍ନ ପ୍ରାନ୍ତରେ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏହାକୁ ନଜରରେ ରଖି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାତିରେ ଏକ ବୈଠକ ଡକାଇ ଥିଲେ । ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ…
Read More...

ଦୁଷ୍କର୍ମକାରୀ ଆଶାରାମଙ୍କ ଆଶ୍ରମ ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର

(ଦିଲ୍ଲୀ) : ଆତ୍ମଘୋଷିତ ବାବା ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତର ପାର୍କିଂ ହୋଇଥିବା କାର ଭିତରୁ ମିଳିଛି ଏକ ୧୪ ବର୍ଷୀୟ ନାବାଳିକାର ମୃତ ଦେହ । ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଉଦ୍ଧାର…
Read More...