Browsing Tag

Uttar Pradesh

ଉତ୍ତର ପ୍ରଦେଶରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ପୋଡ୍ ଟ୍ୟାକ୍ସି ସେବା

କାର ଭଳି ଦେଖା ଯାଉଥିବା ଗାଡ଼ି ହେଉଛି ପୋଡ୍ ଟ୍ୟାକ୍ସି । ଏହା ବିନା ଡ୍ରାଇଭରରେ ଚାଲିଥାଏ । ଷ୍ଟିଲରେ ନିର୍ମିତ ହୋଇଥିବା ଏକ ଟ୍ରାକରେ ଚାଲିଥାଏ ପୋଡ୍ ଟ୍ୟାକ୍ସି । ଉତ୍ତରପ୍ରଦେଶର ୟୋଗି ସରକାର ଜେଓ୍ଵର ବିମାନବନ୍ଦର ଏବଂ ଫିଲ୍ମ ସିଟି ମଧ୍ୟରେ ହିଁ ଦେଶର ପ୍ରଥମ ପୋଡ୍ ଟ୍ୟାକ୍ସି ସେବା…
Read More...

ଖେଳୁ ଖେଳୁ ସାପକୁ ଚୋବାଇଦେଲା ୩ ବର୍ଷର ଶିଶୁ

ଉତ୍ତର ପ୍ରଦେଶରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଫରୁଖାବାଦ ଜିଲ୍ଲା ମଦନପୁର ଗାଁରେ ଏକ ତିନି ବର୍ଷର ଶିଶୁପୁତ୍ର ଗୋଟିଏ ସାପକୁ ଚୋବାଇ ଦେବାରୁ ତାହା ମରିଯାଇଥିବା ବେଳେ ଶିଶୁଟି ସୁସ୍ଥ ଅଛି। ମିଳିଥିବା ସୂଚନା ଅନୁସାରେ, ଦୀନେଶ କୁମାରଙ୍କ ପୁଅ ଅକ୍ଷୟ ଘର ପାଖରେ…
Read More...

ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ଲଖିମପୁର : ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ବେଙ୍ଗ ପୂଜା କରାଯାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କୁହାଯାଏ ଓୟଲ ଶୈବ…
Read More...

 ଡିଜିଟାଲ ମାର୍କେଟିଂ ନାଁରେ ଠକେଇ: ୩ ଗିରଫ 

(ଉତ୍ତରପ୍ରଦେଶ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ଡିଜିଟାଲ ମାର୍କେଟିଂ ନାଁରେ ଠକେଇ ।  ୧୫ରୁ ୨୦ ପ୍ରତିଶତ ସୁଧର ଲୋଭ ଦେଖାଇ ଡିଜିଟାଲ ମାର୍କେଟିଂରେ ପୁଞ୍ଜିନିବେଶ ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଠକେଇ ରୢାକେଟ୍‌କୁ ଇଓଡବ୍ଲୁ ଠାବ …
Read More...

ଏନକାଉଣ୍ଟରରେ ସୁପାରୀ କିଲର ସଫା: ଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି…

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପ୍ରୟାଗରାଜ ପୋଲିସ । ଏହି ଅପରାଧୀର ନାମ ଅରବାଜ । ଆଜି ଦିନ ବେଳା ଏହି ଏନକାଉଣ୍ଟର ହୋଇଛି । ପ୍ରୟାଗରାଜ ପୋଲିସ,…
Read More...

ଗରୀବଙ୍କ ସାଥୀ;ଶ୍ରମିକଙ୍କ ଭଗବାନ ସୂର୍ଯ୍ୟଦେବଙ୍କ ସଂଘର୍ଷକାହାଣୀ

ଉତ୍ତରପ୍ରଦେଶ: ସଂର୍ଘଷର ଅନ୍ୟନାମ ସୂର୍ଯ୍ୟଦେବ  । ହିଁ ଦର୍ଶକବନ୍ଧୁ ସୂର୍ଯ୍ୟଦେବ ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଛିତ ଅନୁପ୍ରାଣିତ ହେବେ  । ଘଟଣା ୧୯୬୦ ମସିହାର  ।ଉତ୍ତରପ୍ରଦେଶର ବଲିଆର ୧୪ ବର୍ଷର ଛୋଟ ପିଲାଟି । ପାଠ ପଢିବା, ଖେଳିବା ସମୟରେ ପରିବାରର ବୋଝ…
Read More...

ଦଶ କୋଟି ଟଙ୍କାର ମଇଁଷି

ମେରୁଟ: ଦଶ କୋଟି ଟଙ୍କାର ମଇଁଷି । ମେରୁଟର କିସାନ ମେଳାରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ମଇଁଷି ଗୋଲୁ । ତେବେ ଗୋଲୁର ବୟସ ୪ ବର୍ଷ ୬ ମାସ ହୋଇଥିବା ବେଳେ ତାର ଉଚ୍ଚତା ୫ ଫୁଟ ୬ ଇଚଂ ରହିଛି ।ଏହା ସହ ଗୋଲୁ ୧୪ ଫୁଟ ଲମ୍ବା ହୋଇଥିବା ବେଳେ ତାର ଓଜନ ୧୫ କୁଇଣଟାଲ ହୋଇଥିବାର ସୂଚନା ରହିଛି…
Read More...

ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ପଡିଲା ମହଙ୍ଗା : ୨୧ ସେକେଣ୍ଡରେ ୪୫ ଥର ଚପଲରେ ସେକି ଦେଲେ ଯୁବତୀ

ଜାଲାଉନ୍ : ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ପଡିଲା ମହଙ୍ଗା । ଯୁବକ ଜଣଙ୍କ ପ୍ରଥମେ ନିଶାରେ ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ । ପରେ ଝିଅଟି ବଜ୍ରଙ୍ଗ ଦଳର କିଛି ପିଲାଙ୍କୁ ଡକାଇ ନିର୍ଦ୍ଧୁମ ଛେଚିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠୁ ବଡ କଥା ହେଲା ଯେ…
Read More...

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗିଯାଇଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥି…
Read More...

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ମାରି ଦିଆ ଯାଇଥିଲା। ପରେ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା। ସମ୍ପୃକ୍ତ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଦୁଇ…
Read More...