Browsing Tag

Utkal University

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଜଣ୍ଡିସ୍ ପ୍ରକୋପ, ହଷ୍ଟେଲ ଖାଦ୍ୟରୁ ମିଳିଲା ମୃତ ବେଙ୍ଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିଥିବା ବେଳେ, ବିଶ୍ୱବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସରେ ପରିବେଷଣ କରାଯାଇଥିବା ଖାଦ୍ୟରୁ ଏକ ମୃତ ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ଛାତ୍ରୀମାନଙ୍କ ପାଇଁ ରାତ୍ରି ଭୋଜନରେ ଦିଆଯାଇଥିବା 'ଚିଲି ସୋୟାବିନ୍'…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଆଶଙ୍କା: ୧୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ମିଡ୍-ସେମିଷ୍ଟର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରାବାସଗୁଡ଼ିକରେ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଯାହା ଫଳରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଜଣେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛି ଛାତ୍ରୀଙ୍କ ଠାରେ…
Read More...

ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଲିସରେ ଅଭିଯୋଗ ଦାୟର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ବାଣିଜ୍ୟ (Commerce) ବିଭାଗର ପ୍ରଶ୍ନପତ୍ର, ପରୀକ୍ଷା ପୂର୍ବରୁ ହ୍ୱାଟସ୍‌ଆପ୍‌ରେ ପ୍ରଚାରିତ ହେବା ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୧୨ ତାରିଖରୁ…
Read More...

ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା । ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର…
Read More...

ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରି ବିଦା କରିଛି ପୋଲିସ

ଭୁବନେଶ୍ୱର:- ଆକ୍ସନ ମୋଡ୍‌ରେ ବାଣୀବିହାର କର୍ତ୍ତୃପକ୍ଷ । ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର । ଅଚାନକ ରେଡ୍ କରି ଅଣଛାତ୍ରଙ୍କୁ ବିଦାକଲା ପୋଲିସ । ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରିଛି ପୋଲିସ । ଆଜି ଦିନ ୧୦ଟା ୩୦ରୁ…
Read More...

ତୁରନ୍ତ ଛାଡ ହଷ୍ଟେଲ ରୁମ୍: ଅଣଛାତ୍ରଙ୍କୁ ବିଶ୍ଵବିଦ୍ୟାଳୟର ନାଲିଆଖି

ଭୁବନେଶ୍ଵର: ବାଣୀ ବିହାରରେ ଅନଧିକୃତ ଭାବେ ହଷ୍ଟେଲ୍‌ରେ ରହୁଥିଲେ ଛାଡ଼ିବାକୁ ନିର୍ଦ୍ଦେଶ । ଜେଣ୍ଟସ୍‌ ହଷ୍ଟେଲ ୧, ୨ ଓ ୩ ସେପ୍ଟେମ୍ବର ୪ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ । ନିଜର ସମସ୍ତ ଆସବାବପତ୍ର ନେଇ ଚାଲିଯିବାକୁ ୱାର୍ଡନଙ୍କ କଡ଼ା ନର୍ଦ୍ଦେଶ । ହଷ୍ଟେଲ ୧, ୨ ଓ ୩ ପଞ୍ଜୀକୃତ…
Read More...

ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ

ଭୁବନେଶ୍ବର-: ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ । ରାଜଭବନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସେ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି । ପରବର୍ତ୍ତୀ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦର ବାର୍ଷିକ ବୈଠକ ; ନିର୍ବାଚିନ ହେଲେ ନୂତନ କର୍ମକର୍ତ୍ତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ପୁରାତନ ଛାତ୍ର ସଂଘର କାର୍ଯ୍ୟାବଳୀ ବିସ୍ତୃତି ବିବରଣୀ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଲା ନିଆଁ। ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ ରେ ନିଆଁ ଲାଗିଥିବା ସୂଚନା । ଷ୍ଟାଟିଷ୍ଟିକ୍ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ୩୦ମିନିଟ୍ ରୁ ଅଧିକ ସମୟ ଧରି ଜଳିଥିଲା ନିଆଁ। କମ୍ପ୍ୟୁଟର, ବହି ଏବଂ ଆସବାବ ପତ୍ର…
Read More...

ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ସହିଦ୍ ବୀର ଜୱାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି | ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚରେ ଜବାନଙ୍କ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ପାଞ୍ଚ ଯବାନ | ପୁରା ଦେଶରେ ଖେଳିଯାଇଛି ଶୋକର ଛାୟା | ଏହି ଦୁଃଖଦ ଅବସରରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ…
Read More...