ପାରିବାରିକ କଳହର ଉଗ୍ର ରୂପ: ଝିଅକୁ ଧରି କୂଅକୁ ଡେଇଁଲା ମା’
ଯାହାକୁ ଜନ୍ମ ଦେଇଥିଲା ତାର ଜୀବନ ନେଲା । ନିଜ ଜନ୍ମ କଲା ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଲେ ମହିଳା । କୂଅକୁ ଡେଇଁ ପଡ଼ିବାରୁ ମା’ ଓ ଝିଅର ସେଠାରେ ମୃତ୍ୟୁ ଘଟିଛି। ତେଲଙ୍ଗାନାର ମେଞ୍ଚାରିଆଲ ଜିଲ୍ଲାର ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଗୋତଲା ରଜିତା ଓ ତାଙ୍କ ୬ ବର୍ଷର…
Read More...
Read More...