Browsing Tag

Sushree

OAS ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଛି | ଏଥିସହ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି । ମୋଟ ୧୬୯ଜଣ ଓଏଏସ୍ ଓ ଓଆରଏସ୍…
Read More...

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ, BSKY ସଂକ୍ରାନ୍ତରେ ସଚେତନ କର

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେଲ୍‍ କାର୍ଯ୍ୟର ସମୀକ୍ଷା କରିବା ଅବସରରେ…
Read More...

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର୍

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ । ସେ ଏକ କାରରୁ ଓହ୍ଲାଇ ଯାଇଥିବାବେଳେ ତାଙ୍କ ହାତ କାରର ଡୋରରେ ଫଶିଯାଇଥିଲା । ହେଲେ କିଛି ଶୁଣିବା ପୂର୍ବରୁ କାର ଚାଳକ କାରକୁ ଷ୍ଟାର୍ଟ କରି ନେଇଯାଇଥିଲା । ଫଳରେ ୧୫ ମିଟର ଯାଏଁ କାରରେ…
Read More...

ମୃତ୍ୟୁର ୬ ମାସ ପରେ ବିବାହ କଲେ ପ୍ରେମୀ ଯୁଗଳ

ଗୁଜୁରାଟ : ଗୁଜୁରାଟରେ ପ୍ରେମର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି | ଯେଉଁଠି ପ୍ରେମର ଦୁଇ ପକ୍ଷୀଙ୍କୁ ଅଲଗା କରିଦେବାକୁ ବାଧ୍ୟ କରିଥିଲେ ପରିବାର ଲୋକେ | ଶେଷରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ | ଘଟଣାଟି କିଛି ଏପରି ଥିଲା | ଗୁଜରାଟର ଟପିରେ ଉଭୟ ପ୍ରେମୀଯୁଗଳ…
Read More...

ନ୍ୟୁଜିଲାଣ୍ଡ ବିରୋଧରେ ଶୁଭମନଙ୍କ ବିସ୍ଫୋରକ ଦ୍ୱିଶତକ

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି । ଗିଲ ଲଗାତର ୩ଟି ଛକ୍କା ମାରି…
Read More...

ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ : ପୁଣି ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ତାଙ୍କ ପତ୍ନୀ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ହ୍ୟୁମାନ…
Read More...

ଆଜି ଓଡ଼ିଶା ଆସିବ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଡାକୋଟା ଏୟାର କ୍ରାଫ୍ଟ !

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବ ବହୁଚର୍ଚ୍ଚିତ ଡାକୋଟା ଏୟାର କ୍ରାଫ୍ଟ ! କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିପାରେ ଡାକୋଟା ବିମାନ । ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି ଆସିଥିଲା । ହେଲେ ବିମାନର ଲୋଡିଂ କାର୍ଯ୍ୟ ଶେଷ…
Read More...

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହେଲା ଆନନ୍ଦପୁର ମୁନିସିପାଲଟି

କେଉଁଝର: ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହେଲା ଆନନ୍ଦପୁର ମୁନିସିପାଲଟି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ । ସାଧାରଣତ ସହରାଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର କେଉଁଝର ଜିଲ୍ଲାର…
Read More...

ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲିଥିବା ୨୯ ପଦବୀ ପୂରଣ ହେବ

ଭୁବନେଶ୍ୱର : ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲିଥିବା ୨୯ ପଦବୀ ପୂରଣ ହେବ । ନଭେମ୍ବର 10, 2022 ସୁଦ୍ଧା ଏହି ପୋଷ୍ଟଗୁଡିକ ଗ୍ରୁପ୍-ବି ପଦବୀରେ ମୂଲ୍ୟାଙ୍କନ କରାଯାଇଛି। ଓଡିଶା ଆୟୁର୍ବେଦିକ ମେଡିକାଲ ଶିକ୍ଷା ସେବା ନିୟମ -2013 ଅନୁଯାୟୀ ଓଡିଶା ଆୟୁର୍ବେଦିକ ମେଡିକାଲ ଶିକ୍ଷା…
Read More...

ପାରାଦୀପରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ: ସଂଘ

ପାରାଦୀପ: ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ଘଟଣା | ପାରାଦୀପ ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀଙ୍କ ସହ ବୋଟ ସୁରକ୍ଷିତ ଥିବା ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତିଙ୍କ ସୂଚନା ଦେଇଛନ୍ତି | ଟ୍ରଲର ଚାଳକଙ୍କ ଯୋଗାଯୋଗ ପରେ ଏହି ସୂଚନା ଦିଆଯାଇଛି | ୨ ଟ୍ରଲରରେ…
Read More...