Browsing Tag

Supreme Court

ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ

ନୂଆଦିଲ୍ଲୀ-: ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ସୁପ୍ରିମକୋର୍ଟର…
Read More...

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

ନୂଆଦିଲ୍ଲୀ-: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି। ମୁଖ୍ୟ ବିଚାରପତି ଭାବରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ। ଏଥିରେ ଧର୍ମନିରପେକ୍ଷତାକୁ ସମ୍ବିଧାନର ମୂଳ ଆତ୍ମା ​​ଭାବରେ ଘୋଷଣା କରିବାଠାରୁ ଆରମ୍ଭ କରି ମନ୍ଦିର-ମସଜିଦ…
Read More...

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ଦୁଷ୍କର୍ମ ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ…

ନୂଆଦିଲ୍ଲୀ-: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ କୋର୍ଟରେ ଗ୍ରହଣୀୟ ହୋଇପାରିବ ନାହିଁ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ଦୁଷ୍କର୍ମ ଦାବିକୁ…
Read More...

ଯଦି ଡାକ୍ତରମାନେ କେବଳ ଜେନେରିକ୍ ଔଷଧ ଲେଖିବେ ତେବେ ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ-: ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ, ଗୁରୁବାର ଏକ ବଡ଼ ବୟାନ୍ ଦେଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଡାକ୍ତରମାନଙ୍କୁ କେବଳ ଜେନେରିକ୍ ଔଷଧ ଲେଖିବାକୁ…
Read More...

ପହଲଗାମ ଆବେଦନର ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରାୟ SIT ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ମାମଲାର  ଆଜି ଶୁଣାଣି ହେବାକୁ ଥିବା ବେଳେ, ଏନେଇ କୌଣସି ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଆବେଦନ କାରୀଙ୍କୁ…
Read More...

ସୁରକ୍ଷା ଉଦ୍ଦେଶ୍ୟରେ ସରକାର ସ୍ପାଏୱେୟାର ବ୍ୟବହାର କରିବାରେ କିଛି ଭୁଲ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କିଛି ଭୁଲ ନାହିଁ । ମଙ୍ଗଳବାର ଏହି ମାମଲାର…
Read More...

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ-:  ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ଷ୍ଟ୍ରିମିଂକୁ ନିଷେଧ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏକ ଆବେଦନ ଉପରେ ଶୁଣାଣିକରି ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ଠାରୁ ଜବାବ ଲୋଡିଛନ୍ତି । ଏହି ମାମଲାଟି ବିଚାରପତି ବି.ଆର୍. ଗୱାଇ…
Read More...

ଓ୍ବାକଫ ମୁସଲମାନଙ୍କର କୌଣସି ଧାର୍ମିକ ସଂସ୍ଥା ନୁହେଁ, ବରଂ ଏକ ସାମ୍ବିଧାନିକ ସଂସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଅନ୍ୟ ସମ୍ପ୍ରଦାୟର ଅଧିକାର ଏବଂ ଦାବି ମଧ୍ୟ ଜଡିତ । ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ…
Read More...

ଆଗାମୀ ଶୁଣାଣି ଯାଏ ଓ୍ୱାକ୍‌ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍‌

ନୂଆଦିଲ୍ଲୀ-: ୱାକ୍‌ଫ ବୋର୍ଡରେ ଅଣମୁସଲିମ୍‌ ନିଯୁକ୍ତି ଉପରେ ରୋକ୍ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ। ‘ୱାକ୍‌ଫ ବାଏ ଡିଡ୍‌’ ଓ ‘ୱାକ୍‌ଫ ବାଏ ୟୁଜର’ରେ ନିଯୁକ୍ତି ମନା। ୭ ଦିନ ଭିତରେ ଜବାବ ରଖିବାକୁ ସଲିସିଟର ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ…
Read More...

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ଜଷ୍ଟିସ୍ ବି.ଆର. ଗଭାଇଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି

ନୂଆଦିଲ୍ଲୀ: ଭାରତର ଆଗାମୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଭୂଷଣ ଆର ଗଭାଇ । ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଥିଲା । ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି ।…
Read More...